ଏଚଏଫଏମଡି ପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଗତ କିଛିଦିନ ହେବ ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ଦେଖାଦଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଜନସାଧାରଣଙ୍କୁ କହିଛନ୍ତି କି ଏଚ୍‌ଏଫ୍‌ଏମ୍‌ଡି ଟମାଟୋ ଫ୍ଲୁ ନୁହେଁ। ସେ ଆହୁରି ବି କହିଛନ୍ତି ଯେ, ‘ଏହି ରୋଗକୁ ନେଇ ଆଇସିଏମ୍‌ଆର୍‌ ଓ ଏନ୍‌ସିଡିସି ପକ୍ଷରୁ ଏଯାବତ୍‌ କୌଣସି ଗାଇଡ୍‌ଲାଇନ୍‌ ଜାରି ହୋଇନାହିଁ। ଏଚ୍‌ଏଫ୍‌ଏମ୍‌ଡିକୁ ନେଇ ଆତଙ୍କ ହେବାର ଆବଶ୍ୟକତା ନାହିଁ। ଏଥିସକାଶେ ସର୍ଭେଲାନ୍ସକୁ ଜୋର୍‌ଦାର କରିବାକୁ ସ୍ବାସ୍ଥ୍ୟ … Continue reading ଏଚଏଫଏମଡି ପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ